E-Shram ଯୋଜନା: ଚାଷୀ ଙ୍କ ପାଇଁ ବଡ ଖବର ମାସ କୁ ୧୫୦୦ ଟଙ୍କା ଦେଉଛନ୍ତି ସରକାର ଜାଣନ୍ତୁ କେମିତି କରିବେ ଆବେଦନ ଆଉ ଉଠାନ୍ତୁ ଲାଭ 



E-Shram Card: କେନ୍ଦ୍ର ସରକାରଙ୍କ ପକ୍ଷ ରୁ ଅନେକ ଗୁଡ଼ିଏ ଜନ ମଙ୍ଗଳକରୀ ଯୋଜନା କାର୍ଯ୍ୟ କାରି ହେଉଛି କିଛି ନୂତନ ଯୋଜନା ଆରମ୍ଭ ମଧ୍ୟ କରାଯାଇଛି ଯୋଜନା କାର୍ଯ୍ୟ କରି ହେବା ସହିତ ସମୟ କ୍ରମେ ମଧ୍ୟ ସେଗୁଡିକ ସନସାଧାନ ହୋଇଥାଏ ଏହି ଯୋଜନା ଗୁଡିକ ମଧ୍ୟରୁ ଭାରତୀୟ ଙ୍କ ପାଇଁ ଯେଉଁ ମାନେ ଆଥରୀକ ଦୃଷ୍ଟି ରୁ ଦୁର୍ବଳ କିମ୍ବା ଗରିବ 


କରିପାରିବେ । ତେବେ ଏହାକୁ କିଭଳି ଘରେ ରହି ବାହାର କରିହେବ ତାହା ଜାଣନ୍ତି କି?

E-Shramik ଯୋଜନା କ’ଣ?

ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗ ପାଇଁ ସରକାର ଇ-ଶ୍ରମ ଯୋଜନା ଆରମ୍ଭ କରିଛନ୍ତି। ଏହା ଅଧୀନରେ ପ୍ରତି ମାସରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫୦୦ ରୁ ୧ ହଜାର ଟଙ୍କା ଆସେ । ଚର୍ଚ୍ଚା ହେଉଛି କି ମାସକୁ ୧୫୦୦ ଟଙ୍କା ଦେବାକୁ ଯୋଜନା କରୁଛନ୍ତି ସରକାର। କିନ୍ତୁ ସେଭଳି କିଛି ଘୋଷରା ବର୍ତ୍ତମାନ ସୁଦ୍ଧା ହୋଇନାହିଁ । ଖୁବଶୀଘ୍ର ଏ ନେଇ ଯୋଜନା କରିପାରନ୍ତି କେନ୍ଦ୍ର ସରକାର । ପର୍ଯ୍ୟନ୍ତ ଏହା ବ୍ୟତୀତ ଇ-ଶ୍ରମ କାର୍ଡର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ରୋଜଗାର ଯୋଗାଇବା । ଅନେକ ଶ୍ରମିକ ଇ-ଶ୍ରମ ପୋର୍ଟାଲ ମାଧ୍ୟମରେ ଲାଭ ପାଇପାରିବେ। ଅଣସଂଗଠିତ କ୍ଷେତ୍ରରେ ପ୍ରବାସୀ ଶ୍ରମିକ, ପ୍ଲାଟଫର୍ମ କର୍ମଚାରୀ, ନିର୍ମାଣ ଶ୍ରମିକ, ଘରୋଇ ଶ୍ରମିକ, ରାସ୍ତା କଡ ଦୋକାନୀ ଏବଂ କୃଷି ଶ୍ରମିକ ଏହି ଯୋଜନାରେ ଉପକୃତ ହୋଇପାରିବେ ।